Barfi Competition
Sep 14, 2020•14 min•Transcript available on Metacast Episode description
ଝିଅମାନେ ପାଠପଢି କ’ଣ କରିବେ? ଝିଅମାନେ ବାହରେ ନ ବୁଲି ଘରକାମ କରିବା ଉଚିତ। ଅଧିକାଂଶ ଲୋକ ଝିଅମାନଙ୍କୁ ନେଇ ଏମିତି କେତେ କଥା ଚିନ୍ତା କରିଥାଆନ୍ତି। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ବର୍ଫି ତିଆରି ପ୍ରତିଯାଗିତା’ ଅଧ୍ୟାୟରେ ବାଳିକାମାନଙ୍କ ପାଠପଢା ଉପରେ ଗୁରୁତ୍ଵ ଦିଆଯାଇଛି। Barfi Competition | Meena - Odia Series podcast - Listen or read transcript on Metacast