Tara's son
Aug 25, 2020•14 min•Transcript available on Metacast Episode description
କମ ବୟସରୁ ଉଭୟ ଝିଅ ଏବଂ ପୁଅକୁ ବାହାଘର କରାଇବା ଅନୁଚିତ। ଝିଅମାନଙ୍କର ୧୮ ବର୍ଷ ଏବଂ ପୁଅମାନଙ୍କର ୨୧ବର୍ଷ ପୂର୍ବରୁ ଶାରୀରିକ ଏବଂ ମାନସିକ ଅଭିବୃଦ୍ଧି ହୋଇନଥାଏ। ସେମାନେ ଘରସଂସାର ଚଳାଇବା ପାଇଁ ଉପଯୁକ୍ତ ହୋଇନଥାନ୍ତି। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ତାରାର ପୁଅଦେଖା’ ଅଧ୍ୟାୟରେ ବାଲ୍ୟ ବିବାହ ଠିକ ନୁହେଁ ବୋଲି ସମାଜକୁ ବାର୍ତ୍ତା ଦିଆଯାଇଛି। Tara's son | Meena - Odia Series podcast - Listen or read transcript on Metacast