Good Sanitation Habits
Sep 14, 2020•14 min•Transcript available on Metacast Episode description
ବାହାରେ ଶୌଚ କରିବା ଏକ ଖରାପ ଅଭ୍ୟାସ। ଏହା ଫଳରେ ଅନେକ ରୋଗ ଜୀବାଣୁ ଶରୀର ଭିତରକୁ ଯାଇ ରୋଗ କରାନ୍ତି। ସେହିପରି ପରିବେଶ ପ୍ରଦୂଷିତ ହେବା ଫଳରେ ଅନ୍ୟମାନେ ମଧ୍ୟ ରୋଗର ଶିକାର ହୁଅନ୍ତି। ତେଣୁ ପାଇଖାନା ବ୍ୟବହାର କରିବା ଉଚିତ। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ମଧ୍ୟ ଶୌଚାଳୟ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ମୀନା ଅଡିଓ ସିରିଜ ଅଧ୍ୟାୟରେ ଶୌଚାଳୟର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। Good Sanitation Habits | Meena - Odia Series podcast - Listen or read transcript on Metacast