Mother's Bangles
Aug 26, 2020•14 min•Transcript available on Metacast Episode description
ଭିଟାମିନ୍ ଏ ଯୁକ୍ତ ଖାଦ୍ୟ ଯେପରିକି ସବୁଜ ପନିପରିବା, ଫଳମୂଳ, ପାଳଙ୍ଗ, ଅଣ୍ଡା, ଗାଜର, କ୍ଷୀର ଓ ଅମୃତଭଣ୍ଡା ଭଳି ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଉପଯୁକ୍ତ ପରିମାଣର ପୋଷକ ତତ୍ତ୍ୱ ମିଳିଥାଏ। ଏହା ଆମ ଦୃଷ୍ଟି ଶକ୍ତିକୁ ପ୍ରଖର ମଧ୍ୟ କରିଥାଏ। ୟୁନିସେଫ୍ ‘ମୀନା’ ଅଡିଓ ସିରିଜ୍ର ‘ମାଆଙ୍କ ଚୁଡ଼ି’ ଅଧ୍ୟାୟରେ ସୁସ୍ଥ ଆଖି ଓ ଶରୀର ପାଇଁ ସବୁଜ ପନିପରିବାର ଗୁରୁତ୍ଵ ଉପରେ ସମାଜକୁ ବାର୍ତ୍ତା ଦିଆଯାଇଛି। Mother's Bangles | Meena - Odia Series podcast - Listen or read transcript on Metacast