The River
Sep 15, 2020•14 min
Episode description
ଜ୍ୱର, ସର୍ଦ୍ଦି ହେଉ ଅବା ଯେକୌଣସି ବେମାରୀ ହେଉ ସବୁବେଳେ କେବଳ ଡାକ୍ତର ଓ ନର୍ସ ଦିଦିଙ୍କୁ ଦେଖାଇବା ଦରକାର। ଡାକ୍ତରଙ୍କ ପରାମର୍ଶ ଯେତେ ଜଲଦି କଲେ ରୋଗ ମଧ୍ୟ ସେତେ ଶୀଘ୍ର ଭଲ ହେବାର ସମ୍ଭାବନା ଥାଏ। ଗାଁ ବଇଦ କିମ୍ବା ଝଡ଼ା ଫୁଙ୍କାରୁ ଦୂରେଇ ରହନ୍ତୁ। ମାନା ଅଡିଓ ସିରିଜର ଏହି ଅଧ୍ୟାୟରେ ରୋଗ ହେଲେ ଡାକ୍ତରଙ୍କ ପରାମର୍ଶ କରିବା ପାଇଁ କୁହାଯାଇଛି।
For the best experience, listen in Metacast app for iOS or Android
Open in Metacast