Mother's Bangles - podcast episode cover

Mother's Bangles

Aug 26, 202014 min
--:--
--:--
Listen in podcast apps:

Episode description

ଭିଟାମିନ୍ ଏ ଯୁକ୍ତ ଖାଦ୍ୟ ଯେପରିକି ସବୁଜ ପନିପରିବା, ଫଳମୂଳ, ପାଳଙ୍ଗ, ଅଣ୍ଡା, ଗାଜର, କ୍ଷୀର ଓ ଅମୃତଭଣ୍ଡା ଭଳି ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଉପଯୁକ୍ତ ପରିମାଣର ପୋଷକ ତତ୍ତ୍ୱ ମିଳିଥାଏ। ଏହା ଆମ ଦୃଷ୍ଟି ଶକ୍ତିକୁ ପ୍ରଖର ମଧ୍ୟ କରିଥାଏ। ୟୁନିସେଫ୍ ‘ମୀନା’ ଅଡିଓ ସିରିଜ୍ର ‘ମାଆଙ୍କ ଚୁଡ଼ି’ ଅଧ୍ୟାୟରେ ସୁସ୍ଥ ଆଖି ଓ ଶରୀର ପାଇଁ ସବୁଜ ପନିପରିବାର ଗୁରୁତ୍ଵ ଉପରେ ସମାଜକୁ ବାର୍ତ୍ତା ଦିଆଯାଇଛି।
Mother's Bangles | Meena - Odia Series podcast - Listen or read transcript on Metacast